ପୀତବାସାଃ Pītabāsāḥ

  • ସଂ. ବିଣ. (ବହୁବ୍ରୀହି; ପୀତ+ବାସସ୍) — ଯେ ହଳଦିଆଲୁଗା— ପିନ୍ଧେ — Wearing yellow cloth
  • ସଂ. ବି. — ଶ୍ରୀକୃଷ୍ଣଙ୍କ ନାମ — A name of Ṡrīkṛushṇa