ପୀତପୁଷ୍ପା Pīta pushpā

  • ସଂ. ବି (ବହୁବ୍ରୀହି) ମହାକାଳ (ଦେଖ) — Mahākāḻa (See)
  • ସଂ. ବି (ବହୁବ୍ରୀହି) ଜହ୍ନି — Luffa Acutangula
  • ସଂ. ବି (ବହୁବ୍ରୀହି) ପୀତ ଝିଣ୍ଟି — Yellow Barleria
  • ସଂ. ବି (ବହୁବ୍ରୀହି) ହଳଦିଆ ଯୁଇ — Yellow Jui flower
  • ସଂ. ବି (ବହୁବ୍ରୀହି) କନିଅର — Yellow oleander