ପୀତଦୁଗ୍ଧା Pīta dugdhā
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପୀତ+ଦୁଗ୍ଧ+ଆ) — ଯେଉଁ ଗାଈର ଦୁଧ ବାଛୁରୀ ପିଇ ସାରିବା ପରେ ମନୁଷ୍ୟ ଦ୍ୱାରା ଦୁହାଁ ଯିବା ପାଇଁ ଗାଈ ବନ୍ଧା ହୋଇଥାଏ — A milch cow ready to be milked after the calf has sucked
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପୀତ+ଦୁଗ୍ଧ+ଆ) — ଦୁହାଁଳୀ ଗାଈ — A milch cow (Apte)
- ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପୀତ+ଦୁଗ୍ଧ+ଆ) — ଯେଉଁ ଗାଈର ଦୁଧ ପୂର୍ବରୁ ମହାଜନକୁ ବନ୍ଧକ ଦିଆ ଯାଇଅଛି — A cow whose milk has been Pledged (Apte)