ପୀତ ପୁଷ୍ପ Pītapushpa
- ସଂ. ବି (କର୍ମଧା ଓ ବହୁବ୍ରୀହି) କନିଅର — Yellow oleander
- ସଂ. ବି (କର୍ମଧା ଓ ବହୁବ୍ରୀହି) ପୀତ ଝିଣ୍ଟି — The yellow flowered Barlaria
- ସଂ. ବି (କର୍ମଧା ଓ ବହୁବ୍ରୀହି) ଜହ୍ନି (ହି. ଶ.) — Luffa Acutangula
- ସଂ. ବି (କର୍ମଧା ଓ ବହୁବ୍ରୀହି) ତଗର (ହି. ଶ). — Tagara (See)