ପୀତ ଧଡ଼ା Pīta dhaṟḍ̠ā

  • ଦେ. ବି. (ସଂ ପୀତ ଧଟୀ) — ଅଣ୍ଟାରେ ଭିଡ଼ାଯିବା ହଳଦିଆ ପାଟ ଚଦର; ପୀତାମ୍ବର — A yellow silk sheet used as belt
  • ଦେ. ବି. (ସଂ ପୀତ ଧଟୀ) — [ଦ୍ର—ଶ୍ରୀକୃଷ୍ଣ ଏହାକୁ ଅଣ୍ଟାରେ ଭିଡ଼ୁଥିଲେ। ]