ପୀତ ଦାରୁ Pīta dāru

  • ସଂ. ବି — ଦେବଦାରୁ — Pine tree
  • ସଂ. ବି — ସରଳ ଧୂପ — The gum of pine used as incense
  • ସଂ. ବି — ହଳଦୀ (ହି. ଶ.) — Turmeric