ପୀତ ଚମ୍ପକ Pīta champaka

  • ସଂ. ବି. (କର୍ମଧା; ପୀତ+ଚମ୍ପକ) — ହଳଦିଆ ଚମ୍ପା — Yellow Champaka flower
  • ସଂ. ବି. (କର୍ମଧା; ପୀତ+ଚମ୍ପକ) — (ବହୁବ୍ରୀହି ବା ଉପମିତ) ପ୍ରଦୀପ — Lamp