ପୀଠ ସ୍ଥାନ Pīṭha sthāna
- ସଂ. ବି — ପୁରାତନ ଦେବାଳୟ — An ancient temple
- ସଂ. ବି — ପୁରାଣପ୍ରସିଦ୍ଧ ତୀର୍ଥସ୍ଥାନ; ଯେଉଁଠାରେ ସତୀଙ୍କର ଅବୟବ— ବିଶେଷ ଛିଡ଼ିକି ପଡ଼ିଥିଲା; ପୀଠ ( 13 ଦେଖ) — ପୁରାଣପ୍ରସିଦ୍ଧ ତୀର୍ଥସ୍ଥାନ; ଯେଉଁଠାରେ ସତୀଙ୍କର ଅବୟବ— ବିଶେଷ ଛିଡ଼ିକି ପଡ଼ିଥିଲା; ପୀଠ (13ଦେଖ)— . A sacred spot where a limb of Pārbatī is said-to have fallen (Pīṭha 13 See)