ପୀଠ କେଳି Pīṭha keḻi

  • ସଂ. ବି. ପୁଂ. — ନାୟକର ସହାୟକ ବିଶ୍ୱାସୀ ବ୍ୟକ୍ତି — A parasite of a gallant; a boon companion of a lover in amatory matters whose duty is to appease an irritated mistress. (M.W.)
  • ସଂ. ବି. ପୁଂ. — [ଦ୍ର—ଏ ବ୍ୟକ୍ତି କୁପିତା ନାୟିକାକୁ ପ୍ରସାଦନ କରି ନାୟକ ନାୟିକାଙ୍କ ପ୍ରଣୟ ପରିଣତିରେ ସାହାଯ୍ୟ କରେ।]