ପିଡ଼ଙ୍ଗ Piṟḍ̠aṅga

  • ଦେ. ବି—(ସଂ. ସ୍ପୃକ୍କା) — ଶିମ୍ବାଦି ବର୍ଗର ବର୍ଷାୟୁଃ ଶାକ ବିଶେଷ — A pot herb; Trigonella Corniculata
  • ଦେ. ବି—(ସଂ. ସ୍ପୃକ୍କା) — [ଦ୍ର— ପତ୍ର ତିନିଫାଳିଆ, ଛୁଇଁ ଚେପଟା ଓ ବଙ୍କା, ଗଛ ମେଥି ଗଛ ପରି। ଏହା ଶାଗରୂପେ ଖିଆ ଯାଏ। ବୈଦ୍ୟକ ମତରେ ଏହା ମଧୁର ତିକ୍ତ ରସ। ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ତ୍ରିଦୋଷ ନାଶକ ଏବଂ ଏହା କୁଷ୍ଠ, କଣ୍ଡୁ, ବିଷ, ଘର୍ମ, ଦାହ, ଅଲକ୍ଷ୍ମୀ, ଜ୍ୱର ଓ ରକ୍ତଜ ବ୍ୟାଧି— ବିନାଶକ।]