ପିଠ୍ (ଧାତୁ) Piṭh (root)

  • ସଂ. — ଆଘାତ କରିବା — 1. To strike
  • ସଂ. — ବଧ କରିବା — To kill
  • ସଂ. — କଷ୍ଟାନୁଭବ କରିବା; କ୍ଳିଷ୍ଟ ହେବା — To feel pain; to be afflicted