ପିଠୋଳ Piṭhoḻa

  • ଦେ. ବି — ଛାଞ୍ଚରେ ଢଳା ହୋଇ ପିଠା ଆକୃତିରେ ତିଆରି କରାଯାଇଥିବା ଏକପ୍ରକାର କନ୍ଦ — A kind of sugar manufactured in the form of cakes
  • ଦେ. ବି — ବନଜାତ ଆଳୁବିଶେଷ — A kind of wild yam
  • ଦେ. ବି — [ଦ୍ର—ଏହାକୁ କଞ୍ଚା ଓ ସିଝାଇ କରି ଖାଆନ୍ତି।]