ପିହୁଳା Pihuḻā

  • ଦେ. ବି. (ସଂ. ପୂତନା) — ଶିଶୁମାନଙ୍କ ଧନୁଷ୍ଟଙ୍କାର ରୋଗ ବିଶେଷ; ଶିଶୁମାନଙ୍କୁ ଆକ୍ରମଣ କରିବା ବାତବିଶେଷ — Infantile epilepsy; infantile convulsions
  • ଦେ. ବି. (ସଂ. ପୂତନା) — [ଦ୍ର—ଏହାକୁ ଡାହାଣୀ ରୋଗ କହନ୍ତି। ପୁତନା ରାକ୍ଷସୀ ଶିଶୁଙ୍କୁ ଅକ୍ରମଣ କରେ ବୋଲି ଲୋକବିଶ୍ୱାସ। ଏଥିରେ ପ୍ରଥମେ ଜ୍ୱର ହୁଏ, ତା ପରେ ଶିଶୁ ଆଖି ଖୋଷିଦେଇ ଅଜ୍ଞାନ ହୋଇଯାଏ। ମୃଗୀ ବା ଅପସ୍ମାରର ଲକ୍ଷଣମାନ ଏଥିରେ ପ୍ରକାଶିତ ହୁଏ। ]