ପିହିବା Pihibā

  • ଦେ. କ୍ରି (ଅପି+ଧା ଧାତୁ) — ଘୋଟିବା; ଆଚ୍ଛନ୍ନ କରିବା — to overspread
  • ଦେ. କ୍ରି (ଅପି+ଧା ଧାତୁ) — ଚାହୁଁ ଚାହୁଁ ଦଶଦିଶ କାମଅନ୍ଧାର ପିହିଲାରେ। କବିସୂର୍ଯ୍ୟ—ସଙ୍ଗୀତ।