ପିହାଣ ମୁହାଁ Pihāṇa muhāñ

  • ଦେ. ବିଣ. ପୁଂ — ପିହାଣ ପରି ଚଟକା ଓ ଅସୁନ୍ଦର ମୁଖଯୁକ୍ତ; ଚଟକା ମୁହାଁ — Flat-faced; shallow-faced
  • ଦେ. ବିଣ. ପୁଂ — (ଲକ୍ଷଣାର୍ଥେ) ବେହିୟା; ନିର୍ଲ୍ଲଜ୍ଜ — (figurative) Shameless