ପିଷ୍ (ଧାତୁ) Pish (root)
- ସଂ. — ମର୍ଦ୍ଦନ କରିବା — To pestie
- ସଂ. — ବାଟିବା; ପେଷିବା — To grind
- ସଂ. — ଚୂନା କରିବା — To powder
- ସଂ. — ମଳିବା; ଦଳିବା — To bruise; to press repeatedly
- ସଂ. — କ୍ଷତି କରିବା — To injure
- ସଂ. — ଦେବା — To give
- ସଂ. — ବଳବାନ୍ ହେବା — To be strong
- ସଂ. — ବାସ କରିବା — To dwell
- ସଂ. — ଚୁପୁଡିବା; ଚିପିବା — To squeeze
- ସଂ. — ଘଷିବା — To rub together
- ସଂ. — ପିଟିବା — To hammer