ପିଶିତାଶନ Piṡitāṡana

  • ସଂ. ବି. ପୁଂ. (ପିଶିତ=ମାଂସ+ଅଶ୍ ଧାତୁ ଭକ୍ଷଣ କରିବା +କର୍ତ୍ତୃ. ଅନ) — ପିଶାଚ — Fiend
  • ସଂ. ବିଣ — ମାଂସ ଭୋଜୀ — Carnivorous; meat- eating