ପିଶାଚୁଣୀ Piṡāchuṇī
- ଦେ. ବି. (ସଂ. ପିଶାଚୀ) — ପିଶାଚୀ — A female fiend or imp; a she- devil
- ଦେ. ବି. (ସଂ. ପିଶାଚୀ) — ଚିରିଗୁଣି ଡାହାଣୀ ପିଶାଚୁଣୀ ଶ୍ରେଣୀ। ପିଇଲେ ସୋଡ଼କି ସେ ରକ୍ତ ମଣି ପାଣି। କୃଷ୍ଣସିଂହ, ମହାଭାରତ, ଦ୍ରୋଣ
- ଦେ. ବି. (ସଂ. ପିଶାଚୀ) — ପିଶାଚ ପ୍ରକୃତିକା ସ୍ତ୍ରୀ — A devilish woman