ପିଶାଚୀ Piṡāchī

  • ସଂ. ବି. ସ୍ତ୍ରୀ — ପିଶାଚର ସ୍ତ୍ରୀଲିଙ୍ଗ — Feminine of Piṡācha
  • ସଂ. ବି. ସ୍ତ୍ରୀ — ପୈଶାଚୀ ଭାଷା (ଦେଖ) — Pāiṡāchī bhāshā(See)
  • ସଂ. ବି. ସ୍ତ୍ରୀ — ଜଟାମାଂସୀ (ଦେଖ) — Jaṭāmāṁsī (See)