ପିଳେହି ମାରିବା Piḻehi māribā

  • ଦେ. କ୍ରି — ନାନା ଉପାୟରେ ବା ଭିନ୍ନ ଭିନ୍ନ ଅଙ୍ଗରେ ଚଡୁଆଦି ଦେଇ ବର୍ଦ୍ଧିତ ପିଳେହିକୁ ସାଧାରଣ ଆକାରକୁ ଆଣିବା — To reduce an enlarged spleen to its proper shape by branding the belly with hot iron etc