ପିଲା ବସାଣି Pilā basāṇi

  • ପ୍ରାଦେ. (ଗଞ୍ଜାମ) ବି — ପ୍ରଥମେ ରଜସ୍ୱଳା ହେଲେ ବାଳିକାର ସାତ ଦିନ ପର୍ଯ୍ୟନ୍ତ ଅସ୍ପୃଶ୍ୟାବସ୍ଥାରେ ସମସ୍ତଙ୍କଠାରୁ ପୃଥକ୍ ହେବା ବିଧାନ — Separate living of a newly menstruated girl for a week after the appearance of her menses