ପିଲା ଝିଲା Pilā jhilā

  • ଦେ. ବି. (ସହଚର ଶବ୍ଦ) — ବାଳବଚ୍ଚା; ସନ୍ତାନ ସନ୍ତତି; ପୁଂ. ଓ ସ୍ତ୍ରୀ ଶିଶୁ — Children (both male and female)
  • ଦେ. ବି. (ସହଚର ଶବ୍ଦ) — ପୁତ୍ର ବା କନ୍ୟା — Son or daughter
  • ଦେ. ବି. (ସହଚର ଶବ୍ଦ) — x x x ଯାହାର ପିଲା ଝିଲା କିଛି ନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ x x x ପୋଷି ତାକୁ ଭଲ ପାଏ। ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଦେ. ବି. (ସହଚର ଶବ୍ଦ) — ସ୍ତ୍ରୀ ବାଳକାଦି ସମନ୍ୱିତ ଆପଣାର ପରିବାର — 2. One's family consisting of one's wife and children