ପିଲସଜ Pilasaja

  • ଦେ. ବି. (ଫା. ଫତୀଲ୍ ସୋଜ୍=ପିତ୍ତଳଦୀପ; ସଂ. ଦୀପଶଯ୍ୟା) — ପିତ୍ତଳର ଦୀପରୁଖା; ପିତ୍ତଳର ଦୀପବୃକ୍ଷ; ପିତ୍ତଳ ଦୀପାଧାର — Brass lamp-stand
  • ଦେ. ବି. (ଫା. ଫତୀଲ୍ ସୋଜ୍=ପିତ୍ତଳଦୀପ; ସଂ. ଦୀପଶଯ୍ୟା) — ଗଛଦୀପ; ଯେଉଁ ବୃକ୍ଷାକାର ଦଣ୍ଡରେ ସ୍ତର
  • ଦେ. ବି. (ଫା. ଫତୀଲ୍ ସୋଜ୍=ପିତ୍ତଳଦୀପ; ସଂ. ଦୀପଶଯ୍ୟା) — ପିଲିସେଜ, ପିଲସୁଜ, ପିଲିସୁଜ, ପିଲ୍(ଲି)ସୋଜ ଅନ୍ୟରୂପ — ପିଲିସେଜ, ପିଲସୁଜ, ପିଲିସୁଜ, ପିଲ୍(ଲି)ସୋଜଅନ୍ୟରୂପ
  • ଦେ. ବି. (ଫା. ଫତୀଲ୍ ସୋଜ୍=ପିତ୍ତଳଦୀପ; ସଂ. ଦୀପଶଯ୍ୟା) — ସ୍ତର ହୋଇ ଉପର୍ଯ୍ୟୁପରି ପ୍ରଦୀପଶ୍ରେଣୀ ଖଞ୍ଜା ହୋଇଥାଏ। ଶାଖାବିଶିଷ୍ଟ ଦୀପବୃକ୍ଷ — 2. A chandelier for oil lamps