ପିଲପାଇଆ Pilapāiā
- ବୈଦେ. ବି. (ଫା. ପିଲ୍ ପାୱ=ହାତୀଗୋଡ଼; ହାତୀ ଗୋଡ଼ ପରି ମୋଟ) — ମୋଟ ଓ ଛୋଟ ଖୁଣ୍ଟି — Small and stout pillar
- ବୈଦେ. ବି. (ଫା. ପିଲ୍ ପାୱ=ହାତୀଗୋଡ଼; ହାତୀ ଗୋଡ଼ ପରି ମୋଟ) — ସୀମାଖୁଣ୍ଟି — Boundary pillar
- ବୈଦେ. ବି. (ଫା. ପିଲ୍ ପାୱ=ହାତୀଗୋଡ଼; ହାତୀ ଗୋଡ଼ ପରି ମୋଟ) — ଖୁଣ୍ଟ — Pillar; column