ପିଲବାଡ଼ି Pilabāṟḍ̠i

  • ଦେ. ବି — ଛୋଟ କୀଳା — Small peg
  • ଦେ. ବି — ଦୁଇଖଣ୍ଡ ବାଉଁଶ ବାଡ଼ିଦ୍ୱାରା ଖେଳ — Fencing with sticks
  • ଦେ. ବି — [ଦ୍ର—ଏଥିରେ ଦୁଇଦଳ ହୋଇ ଖେଳନ୍ତି। ବଡ଼ ବାଡ଼ିର ମାପକୁ "ଲାଲ" ଓ "ଆରଦା" କହନ୍ତି।]