ପିରିଚ୍ ପିଆଲା Pirich piālā

  • ବୈଦେ. ବି. (ସହଚର ଶବ୍ଦ; ପର୍ଟୁଗୀଜ୍; ପିରିଜ୍+ ଫା. ପ୍ୟାଲା) — ଥାଳିଆ ଓ ତହିଁ ସଙ୍ଗର ଗିନା — Plate and cup; saucer and cup
  • ବୈଦେ. ବି. (ସହଚର ଶବ୍ଦ; ପର୍ଟୁଗୀଜ୍; ପିରିଜ୍+ ଫା. ପ୍ୟାଲା) — [ଦ୍ର—ଚାହା ଖାଇବାପାଇଁ ପିଆଲାରେ ଚାହା ଥାଏ ଓ ତାକୁ ଢାଳିକରି ପିରିଚ୍ରେ ପିଅନ୍ତି]