ପିପ୍ପଳକ Pippaḻaka

  • ସଂ. ବି. (ପା ଧାତୁ+ଅଳ+କ) — ସ୍ତନବୃନ୍ତ; ଦୁଧର ଭୁଣ୍ଡୀ; ସ୍ତନମୁଖ — Nipple
  • ସଂ. ବି. (ପା ଧାତୁ+ଅଳ+କ) — ସେଇଁବା ସୂତା; ସୀବନ ସୂତ୍ର — Sewing thread