ପିପୃଚ୍ଛିଷା Pipṛuchchhisā

  • ସଂ. ବି.—(ପ୍ରଚ୍ଛ୍ ଧାତୁ ପଚାରିବା+ଇଚ୍ଛାର୍ଥେ. ସନ୍+ଭାବ. ଅ +ଆ) — ପଚାରିବାର ଇଚ୍ଛା — Wish to ask