ପିପୀଲିକାଭକ୍ଷୀ Pipīḻikā bhakshī

  • ସଂ. ବି — ପିମ୍ପୁଡ଼ି ଖାଇ ଜୀବନ ଧାରଣ କରିବା ଏକ ପ୍ରକାର ଚତୁଷ୍ପଦ କ୍ଷୁଦ୍ର ଜନ୍ତୁ — The ant eater; the aunt bear
  • ସଂ. ବି — [ଦ୍ର—ଏହା ବଜ୍ରକାପତା ଶ୍ରେଣୀର ଦନ୍ତହୀନ ପୁଚ୍ଛବିଶିଷ୍ଟ ଜନ୍ତୁ। ଏହାର ଥୋମଣୀ ଲମ୍ବ ଓ ମୁନିଆ ଏବଂ ଗୋଟିଏ ଲମ୍ବା ଲହକା ସରୁ ଜିଭ ଅଛି; ଏହାର ଆଗଗୋଡ଼ର ନଖ ଖୁବ୍ ଦାଢୁଆ; ଏ ଆଗଗୋଡ଼ରେ ହୁଙ୍କାମାନ ତାଡ଼ି ତା ମଧ୍ୟରେ ମୁହଁ ପୂରାଇ ଲମ୍ବ ଲାଳୁଆ ଜିଭଦ୍ୱାରା ପିମ୍ପୁଡ଼ି ଓ ଉଇମାନଙ୍କୁ ଆଣି ଖାଏ। ଏ ଜୀବ ଦକ୍ଷିଣ ଅଫ୍ରିକାରେ ଓ ଭାରତରେ ସ୍ଥାନେ ସ୍ଥାନେ ଦେଖାଯାଏ। ]