ପିପୀଲିକା ମାର୍ଗ Pipīlikā mārga
- ସଂ. ବି — (ଯୋଗଶାସ୍ତ୍ର) ପିମ୍ପୁଡ଼ି ପରି ଧୀରେ ଧୀରେ କ୍ରମଶଃ ଅଧ୍ୟବସାୟ ସହକାରେ ସମାଧି ଲାଭ— କରିବାର ରୀତି — (j̄oga system) The gentle and gradual method of accomplishing Samādhi (separation from mundane concerns) with slowness and steadiness like those of the ants