ପିପାସାନ୍ୱିତ Pipāsānwita

  • ସଂ. ବିଣ. ପୁଂ. ( 3 ୟା ତତ୍; ପିପାସା+ଅନ୍ୱିତ) — ଶୋଷୀ; ତୃଷାର୍ତ୍ତ — A thirst.2 ତୃଷିତ—2. Thirsty; thirsting.3 (ଲକ୍ଷଣାର୍ଥ) କୌଣସି ବିଷୟ ପ୍ରତି ଲୋଭାସକ୍ତ— 3. (fig) Covetuous or hankering after a thing
  • ସଂ. ବିଣ. ପୁଂ. ( 3 ୟା ତତ୍; ପିପାସା+ଅନ୍ୱିତ) — ତୃଷିତ — Thirsty; thirsting
  • ସଂ. ବିଣ. ପୁଂ. ( 3 ୟା ତତ୍; ପିପାସା+ଅନ୍ୱିତ) — (ଲକ୍ଷଣାର୍ଥ) କୌଣସି ବିଷୟ ପ୍ରତି ଲୋଭାସକ୍ତ — (fig) Covetuous or hankering after a thing