ପିପତିଷା Pipatishā

  • ସଂ. ବି. (ପତ୍ ଧାତୁ=ପତିତ ହେବା+ଇଚ୍ଛାର୍ଥେ ସନ୍= ପିପତିଷା ଧାତୁ+ଭାବ. ଅ+ଆ) — ପତନେଚ୍ଛା— ପଡ଼ିବାକୁ ଇଚ୍ଛା — Inclination to fall down or descend