ପିନ୍ଧେଇ ଦେବା Pindhei debā

  • ଦେ. କ୍ରି — ଅନ୍ୟ ଲୋକର ଦେହରେ ବସ୍ତ୍ରାଦି ଆବରଣ କରିବା — To clothe another person
  • ଦେ. କ୍ରି — (ଯଥା—ତାଙ୍କ ବିଭାଘରକୁ ମୋତେ ନିମନ୍ତ୍ରଣ କରି ସେ ମତେ ଯୋଡ଼େ ପାଟ ଖଦି ପିନ୍ଧାଇଦେଲେ।)