ପିନ୍ଧିବା Pindhibā
- ଦେ. କ୍ରି— (ସଂ. ପିଧାନ; ପରିଧାନ ଓ ଅପି+ହନ୍ ଧାତୁ) — ନାଇବା; ପରିଧାନ କରିବା — To wear or put on dress
- ଦେ. କ୍ରି— (ସଂ. ପିଧାନ; ପରିଧାନ ଓ ଅପି+ହନ୍ ଧାତୁ) — ପର ଲୁଗା ପିନ୍ଧି ଯାତକୁ ଯାଏ ଲୋକ ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ। ଢଗ।
- ଦେ. କ୍ରି— (ସଂ. ପିଧାନ; ପରିଧାନ ଓ ଅପି+ହନ୍ ଧାତୁ) — ନିଜ ଦେହରେ ଅଳଙ୍କାର ଭରି ହେବା, ଅଳଙ୍କାର ଘେନିବା — To put on or adorn one's self with ornaments
- ଦେ. କ୍ରି— (ସଂ. ପିଧାନ; ପରିଧାନ ଓ ଅପି+ହନ୍ ଧାତୁ) — ଦେହରେ ଧାରଣ କରିବା — To put (marks etc) on the body