ପିନ୍ଧାପିନ୍ଧି Pindhāpindhi

  • ଦେ. ବି — ପରସ୍ପର ପରସ୍ପରକୁ ଲୁଗା ପିନ୍ଧାଇବା — Clothing or dressing each other
  • ଦେ. ବି — ବସ୍ତ୍ର ପରିଧାନ କ୍ରିୟା — The operation of dressing one's self