ପିନାକୀ Pinākī
- ସଂ. ବି. (ବହୁବ୍ରୀହି; ପିନାକ+ଇନ୍; 1 ମା 1 ବ.) — ଶିବ; ମହାଦେବ — Ṡiba
- ସଂ. ବି. (ବହୁବ୍ରୀହି; ପିନାକ+ଇନ୍; 1 ମା 1 ବ.) — ଧନ୍ୱାକୃତି ସପ୍ତତନ୍ତ୍ରବିଶିଷ୍ଟ ବାଦ୍ୟଯନ୍ତ୍ରବିଶେଷ — A kind of musical instrument
- ସଂ. ବି. (ବହୁବ୍ରୀହି; ପିନାକ+ଇନ୍; 1 ମା 1 ବ.) — ତାଳ ମୃଦଙ୍ଗ ବେଣୁ ବୀଣା ପିନାକୀ ରବା ତମ୍ବୋରା ସେ ଘେନି— ପ୍ରତାପ. ଶଶିସେଣା।