ପିତ୍ତାତିଶଯ୍ୟ Pittātiṡaj̄ya

  • ସଂ. ବି. ( 6 ଷ୍ଠୀ ତତ୍; ପିତ୍ତ+ଆତିଶଯ୍ୟ) — ଶରୀରରେ ପିତ୍ତର ବୃଦ୍ଧି — Excessive gall secretion in the system; predomination of bile in the body