ପିତ୍ତ ପଡ଼ିବା Pitta paṟḍ̠ibā

  • ଦେ. ବି — ଉପଯୁକ୍ତ ସମୟରେ ଆହାର ନ ପାଇବା ଯୋଗୁଁ ପିତ୍ତାଶୟରୁ ପିତ୍ତ ଚହଟି ଯାଇଁ କ୍ଷୁଧା ମାନ୍ଦ୍ୟ ଓ ବମନାଦି ବିକାର ଉପସ୍ଥିତ ହେବା — Vomitting; Dyspepsia etc. caused by bile secretion due to not eating in due time