ପିତ୍ତ ପ୍ରକୃତି Pitta prakṛuti
- ସଂ. ବିଣ.—(ବହୁବ୍ରୀହି; ପିତ୍ତ+ପ୍ରକୃତି) — ଯେଉଁ ବ୍ୟକ୍ତିଠାରେ ପିତ୍ତ ଧାତୁର ଆଧିକ୍ୟ ଥାଏ — Of bilious temperament
- ସଂ. ବିଣ.—(ବହୁବ୍ରୀହି; ପିତ୍ତ+ପ୍ରକୃତି) — [ଦ୍ର—ଏମାନଙ୍କୁ ଖୁବ୍ କ୍ଷୁଧା ଓ ଶୋଷ ହୁଏ; ଏମାନଙ୍କ ବର୍ଣ୍ଣ ଗୋରା, ଲେଡ଼ି ଓ ତଳିପା ଓ ମୁଖ ରକ୍ତାଭ, ଆଖି ଚିଲା ଓ କେଶ କହରା ହୁଏ ଓ ଦେହରେ ଲୋମ କମ୍ ଥାଏ।]