ପିତ୍ତ ପାଙ୍ଗୁଳା Pitta pāṅguḻā
- ଦେ. ବିଣ. ପୁଂ. — ସାମୟିକ ବାତୁଳ — Maniac; temporarily insane
- ଦେ. ବିଣ. ପୁଂ. — ଚିଡ଼ଲ — Choleric; sulky
- ଦେ. ବିଣ. ପୁଂ. — ଯେ ସାମୟିକ ବାତୁଳ ପ୍ରାୟ ଏଣୁ ତେଣୁ ବକେ; ବାଚାଳ — One who becomes excited and talkative on occasions
- ଦେ. ବିଣ. ପୁଂ. — (ପିତ୍ତପାଙ୍ଗୁଳି, ପିତ୍ତପାଙ୍ଗୁଳିଆ, ପିତ୍ତିପାଙ୍ଗୁଳା, ପିତ୍ତିପାଙ୍ଗୁଳି, ପିତ୍ତି— ପାଙ୍ଗୁଳିଆ—ଅନ୍ୟରୂପ)