ପିତ୍ତ ନାଶକ Pitta nāṡaka

  • ସଂ. ବିଣ. — ପିତ୍ତଘ୍ନ, ଯେଉଁ ଔଷଧଦ୍ୱାରା ଶରୀରର ପିତ୍ତାଧିକ୍ୟ ନିବୃତ୍ତି ହୁଏ — Anti-bilious; antidote against biliousness