ପିତ୍ତ ଉଠିବା Pitta uṭhibā

  • ଦେ. ବି — ହଠାତ୍ ରାଗିଯିବା — To become suddenly angry or choleric
  • ଦେ. ବି — [ଦ୍ର—ଲୋକବିଶ୍ୱାସ ଯେ ମୁଣ୍ଡକୁ ପିତ୍ତ ଉଠିଗଲେ ମନୁଷ୍ୟର ମସ୍ତିଷ୍କ ବା ମଗଜ ଗରମ ହୋଇଯାଏ ଓ ସେ ବାତୁଳ ପ୍ରାୟ ହୁଏ।]