ପିତୃବନ୍ଧୁ Pitṛubandhu

  • ସଂ. ବି. ( 6 ଷ୍ଠୀ ତତ୍) — ଆପଣା ପିତାଙ୍କର ବନ୍ଧୁ — Friend of one's father
  • ସଂ. ବି. ( 6 ଷ୍ଠୀ ତତ୍) — (ସ୍ମୃତିଶାସ୍ତ୍ର) ପିତାଙ୍କ ସମ୍ପର୍କ ଯୋଗୁଁ ଯେ ଆପଣାର ବନ୍ଧୁ ଲେଖା ହୁଅନ୍ତି — One's cognate kinsmen by the father's side
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ପିତାଙ୍କ ମାମୁଁ ପୁଅ, ମାଉସୀ ପୁଅ ଓ ପିଉସୀ ପୁଅ ଭାଇ।]