ପିତୃତୀର୍ଥ Pitṛutīrtha
- ସଂ. ବି. — ଦକ୍ଷିଣ ହସ୍ତର ତର୍ଜନୀ ଓ ଅଙ୍ଗୁଷ୍ଠା ମୂଳ— ସ୍ଥିତ କରତଳର ଅଂଶ — The part of the palm between the index finger and thumb of the right hand
- ସଂ. ବି. — [ଦ୍ର—ଏହି ବାଟେ ପାତ୍ରୀରେ ତର୍ପଣ କରି ଜଳ ଦେଲେ ପିତୃଗଣ ଗ୍ରହଣ କରନ୍ତି।]
- ସଂ. ବି. — ଗୟାଧାମ — Gaya
- ସଂ. ବି. — [ଦ୍ର—ଏଠାରେ ପିଣ୍ଡ ଦେଲେ ପିତୃପୁରୁଷମାନେ ପ୍ରେତ— ଯୋନିରୁ ମୁକ୍ତ ହୁଅନ୍ତି।]