ପିତୃଗଣ Pitṛugaṇa
- ସଂ. ବି. ( 6 ଷ୍ଠୀ ତତ୍) — ପୂର୍ବ ପୁରୁଷଗଣ; ବଡ଼ବଡ଼ୁଆ; ପିତୃଲୋକ — One's ancestors
- ସଂ. ବି. ( 6 ଷ୍ଠୀ ତତ୍) — ମନୁଷ୍ୟମାନଙ୍କର ପୂର୍ବ ପୁରୁଷଙ୍କର 15 ଟି ଶ୍ରେଣୀ — ମନୁଷ୍ୟମାନଙ୍କର ପୂର୍ବ ପୁରୁଷଙ୍କର15ଟି ଶ୍ରେଣୀ— . 15 classes of Progenitors of the universe; the manes
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଅଗ୍ନିସ୍ୱାତ୍ତାଦି ସପ୍ତ ଓ ମରୀଚି ପ୍ରଭୃତି ଅଷ୍ଟ ମୁନିଙ୍କଠାରୁ ଦେବ, ଦାନବ, ଯକ୍ଷ, ମାନବ ପ୍ରଭୃତିଙ୍କର ଉତ୍ପତ୍ତି ହୋଇଥିବାରୁ ଏମାନଙ୍କୁ ପିତୃଗଣ ବୋଲାଯାଏ। ଏମାନେ ଦକ୍ଷ ପ୍ରଜାପତିଙ୍କଠାରୁ ଜାତ। ଶାସ୍ତ୍ର ଅନୁସାରେ ଏହି ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ଗଣ ଅଛି। ଗରୁଡ଼ପୁରାଣୋକ୍ତ ପିତୃମାନଙ୍କ ନାମ—ବିଶ୍ୱ, ବିଶ୍ୱଭୁକ୍, ଆରାଧ୍ୟ, ଧର୍ମ, ଧନ୍ୟ, ଶୁଭାସନ, ଭୂମିଦ, ଭୂମିକୃତ୍, ଭୂତି, କଲ୍ୟାଣ, କଲ୍ୟବ, କଲ୍ୟତର, କଲ୍ୟତରାଶ୍ରୟ, କଲ୍ୟତାହେତୁ, ଅବଘ, ମହାନ, ମହାତ୍ମା, ମହିତ, ମହିମାବାନ୍, ମହାବଳ।]