ପିତୃ ସମ୍ବତ୍ସର Pitṛu sambatsara

  • ସଂ. ବି — ପିତାଙ୍କର ମୃତ୍ୟୁ ଦିବସଠାରୁ ଏକ ବର୍ଷ ସମୟ — Period of one year from the death of one's father
  • ସଂ. ବି — [ଦ୍ର—ଏହି ବର୍ଷକ ମଧ୍ୟରେ ପିତାଙ୍କୁ ପ୍ରତି ମାସରେ ଶ୍ରାଦ୍ଧ ଦେବାକୁ ହୁଏ ବୋଲି ଏ ସମୟରେ କ୍ରିୟା ଧରିଥିବା ପୁତ୍ର ଅନ୍ୟ ଗୃହସ୍ଥର ପାକରେ ଭୋଜନ କରେ ନାହିଁ।
  • ସଂ. ବି — ଆଉ ମଧ୍ୟ ଲୋକଙ୍କର ବିଶ୍ୱାସ ଯେ ଏହି ବର୍ଷକ ମଧ୍ୟରେ ପୁତ୍ରକୁ ନାନା ଦୁଃଖ ଭୋଗ କରିବାକୁ ପଡ଼େ ଓ ଏ ଏକ ବର୍ଷକାଳ ଟପି ଗଲେ ଦୁଃଖ କମିଯାଏ।]