ପିତୃ ଯାନ Pitṛu j̄āna
- ସଂ. ବି. ( 6 ଷ୍ଠୀ ତତ୍) — ପିତୃଗଣଙ୍କର ଚନ୍ଦ୍ରଲୋକକୁ ଯିବାର ମାର୍ଗ — The path of the departed ancestors to the lunar heaven ascribed to them
- ସଂ. ବି. ( 6 ଷ୍ଠୀ ତତ୍) — ପୁଣ୍ୟାତ୍ମା ଲୋକଙ୍କୁ ମୃତ୍ୟୁ ପରେ ସ୍ୱର୍ଗକୁ ନେଇ ଯିବାପାଇଁ ଦେବଲୋକରୁ ପଠାଯିବା ରଥ — A car which descends from heaven to take up the souls of the departed ancestors on their death
- ସଂ. ବି. ( 6 ଷ୍ଠୀ ତତ୍) — ଦକ୍ଷିଣାୟନ କାଳ — The period during which the sun moves towards the south of the equator