ପିତୃ ମାତୃ ହୀନ Pitṛu mātru hīna

  • ଦେ. ବିଣ. ପୁଂ. — ମାତାପିତୃହୀନ; ମାଆ ବାପ ନ ଥିବା (ବ୍ୟକ୍ତି) — Orphan; bereft of parents
  • ଦେ. ବିଣ. ପୁଂ. — [ଦ୍ର—ଏହା ଅଶୁଦ୍ଧ; ଶୁଦ୍ଧ ଶବ୍ଦ—'ମାତାପିତ ହୀନ']