ପିତୃ ପୈତାମହ Pitṛu pai̱tāmaha
- ସଂ. ବିଣ. (ପିତୃପିତାମହ+ଅ) — ପୂର୍ବପୁରୁଷ ସମ୍ବନ୍ଧୀୟ — Ancestral
- ସଂ. ବିଣ. (ପିତୃପିତାମହ+ଅ) — ପୂର୍ବପୁରୁଷ ପରମ୍ପରାଗତ — Descended from one's distant ancestors
- ସଂ. ବିଣ. (ପିତୃପିତାମହ+ଅ) — ପିତୃପିତାମହଙ୍କ ତ୍ୟକ୍ତ (ସମ୍ପତ୍ତି) — Inherited from one's father and grand-father