ପିତୃ ପିତା Pitṛu pitā

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍) — ପିତାମହ — Paternal grand father
  • ସଂ. ବି. ପୁଂ. ( 6 ଷ୍ଠୀ ତତ୍) — [ଦ୍ର—ପିତାଙ୍କ ପିତାଙ୍କୁ ପିତାମହ, ପିତାମହଙ୍କ ପିତାଙ୍କୁ ପ୍ରପିତାମହ ଓ ପ୍ରପିତାମହଙ୍କ ପିତାଙ୍କୁ ବୃଦ୍ଧପ୍ରପିତାମହ ବା ଗୋସେଇଁ ବାପ କହନ୍ତି।]